ଭଟଲି: ଆଜି କାର୍ତିକ ପୁର୍ଣିମା ଅବସରରେ ଭଟଲି ର ପ୍ରଭୁ ଦଧିବାମନ ମନ୍ଦିରରେ ଭକ୍ତ ଙ୍କ ପ୍ରବଳ ଭିଡ଼
ଆଜି କାର୍ତିକ ପୁର୍ଣିମା ଅବସରରେ ପଶ୍ଚିମ ଓଡିଶା ର ପ୍ରସିଦ୍ଧ ଦଧିବାମନ ମନ୍ଦିରରେ ସକାଳ 5 AM ରୁ ଅପରାହ୍ନ 2 PM ପର୍ଯ୍ୟନ୍ତ ଭକ୍ତ ଙ୍କ ପ୍ରବଳ ଭିଡ ହୋଇଥିଲା. ବିଭିନ୍ନ ସାକୀର୍ତନ୍ୟ ମଧ୍ୟ ପରିବେଷଣ ହୋଇଥିଲା