ଭୁବନେଶ୍ୱର: ଓଡ଼ିଶାରେ ଚଳିତ ବର୍ଷ ଦୁର୍ଗା ପୂଜା ନିରାଡମ୍ବର ଭାବେ ପାଳନ ହେବ: ମୁଖ୍ୟମନ୍ତ୍ରୀ
Bhubaneswar, Khordha | Oct 20, 2026
ରାଜ୍ୟରେ ବନ୍ୟା ଓ ଲଗାଣ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ଦୃଷ୍ଟିରୁ ଚଳିତ ବର୍ଷ ଦୁର୍ଗା ପୂଜା ନିରାଡମ୍ବର ଭାବେ ପାଳନ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ନେଇଥିବା ବେଳେ ଦଶହରାରେ ସେ କୌଣସି ପୂଜା ମଣ୍ଡପ ବୁଲିବେ ନାହିଁ।