ବାଲିଗୁଡା: ବାଲିଗୁଡା ଥାନା ଅଞ୍ଚଳଜାମପଦା ସାହି ରେ ଏକ ଜମି ବିବାଦରେ ବାଲିଗୁଡା ଥାନା ରେ ଅଭିଯୋଗ କରିଛନ୍ତି ଲଷ୍ମି ବିନ୍ଧାଣି,
ବାଲିଗୁଡା ଥାନା ଅଞ୍ଚଳଜାମପଦା ସାହି ରେ ଏକ ଜମି ବିବାଦରେ ବାଲିଗୁଡା ଥାନା ରେ ଅଭିଯୋଗ କରିଛନ୍ତି ଲଷ୍ମି ବିନ୍ଧାଣି, ଋହି ଅଭିଯୋଗ ସମବାର ଅପରାହ୍ନ 4ଘଣ୍ଟିକା ରେ କରିଥିବା ବେଳେ ସେ ଜାମପଦା ରେ ଘରକୁ ମାନସ ବେହେରା ନାମକ ବ୍ୟକ୍ତି ଭାଙ୍ଗିଦେଇଥିବା ନେଇ ଅଭିଯୋଗ କରିଛନ୍ତି, ଅଭିଯୋଗ ପରେ ପୁଲିସ ପକ୍ଷରୁ ପ୍ରାଥମିକ ତଦନ୍ତ ଆରମ୍ଭ କରାଯାଇଛି