ଜଗତସିଂହପୁର: ଜଗତସିଂହପୁରରେ ସଡ଼କ ସୁରକ୍ଷା ନେଇ ବଡ଼ ନିଷ୍ପତ୍ତି: ଦୁର୍ଘଟଣା ହ୍ରାସ ପାଇଁ କଡ଼ାକଡ଼ି ଯାଞ୍ଚ
ଜଗତସିଂହପୁରରେ ଅନୁଷ୍ଠିତ ହେଲା ସଡ଼କ ସୁରକ୍ଷା ସମିତି ବୈଠକ। ରାଜପଥରେ ସିସିଟିଭି ଲଗାଇବା ସହ ଜବରଦଖଲ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ। ଗତ ବର୍ଷ ତୁଳନାରେ ଦୁର୍ଘଟଣାଜନିତ ମୃତ୍ୟୁ ହାର ୧୭% ହ୍ରାସ ପାଇଥିବା ସୂଚନା।