କଟକ ପୌରାଞ୍ଚଳ: କଟକରେ ରାଣୀ ଲକ୍ଷ୍ମୀବାଈଙ୍କ ଜନ୍ମଜୟନ୍ତୀ ପାଳିତ, ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ
କଟକରେ ରାଷ୍ଟ୍ର ସେବିକା ସମିତିର ତରୁଣୀ ବିଭାଗ ପକ୍ଷରୁ ବୀରାଙ୍ଗନା ରାଣୀ ଲକ୍ଷ୍ମୀବାଈଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଛି। କାର୍ଯ୍ୟକ୍ରମରେ ତାଙ୍କର ବୀରତ୍ୱ ଓ ଦେଶପ୍ରେମ ସମ୍ପର୍କରେ ଆଲୋଚନା କରାଯାଇଥିଲା।