ପାଇଲଟ୍ ଛକ ଦେଇ ରାଇବଣିଆ ଆଡ଼କୁ ହାତୀପଲ ମାଡ଼ି ଆସୁଥିବାରୁ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି। ଉକ୍ତ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ବନ ବିଭାଗ ଅନୁରୋଧ କରିଛି।