Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh

ନବରଙ୍ଗପୁର ପୋଲିସ ଷ୍ଟେସନ: ଜିଲ୍ଲା ପରିଷଦ ସଭା ଗୃହରେ ଗ୍ରାମୀଣ ଗୃହ ନିର୍ମାଣ ର ସମୀକ୍ଷା ବୈଠକ ଅନୁଷ୍ଠିତ

ଜିଲଜିଲ୍ଲା ପରିଷଦ ସଭା ଗୃହରେ ଗ୍ରାମୀଣ ଗୃହ ନିର୍ମାଣ ର ସମୀକ୍ଷା ବୈଠକ ଅନୁଷ୍ଠିତ ନବରଙ୍ଗପୁର ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ,ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମସ୍ତ ବାକି/ଅସମ୍ପୂର୍ଣ୍ଣ ଗୃହ ସମ୍ପୂର୍ଣ୍ଣ କରିବା ପାଇଁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଆଉ କୌଣସି ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ। ହିତାଧିକାରୀଙ୍କ ଅପେକ୍ଷା ଶୀଘ୍ର ଶେଷ ହେବା ଉଚିତ ବୋଲି ଜିଲ୍ଲାପାଳ ମତ ଦେଇଥିଲେ
ନବରଙ୍ଗପୁର ପୋଲିସ ଷ୍ଟେସନ: ଜିଲ୍ଲା ପରିଷଦ ସଭା ଗୃହରେ ଗ୍ରାମୀଣ ଗୃହ ନିର୍ମାଣ ର ସମୀକ୍ଷା ବୈଠକ ଅନୁଷ୍ଠିତ - Nabarangapur PS News