ଗଞ୍ଜାମ ବ୍ଲକ୍ର ପାଲଙ୍ଗ ପଞ୍ଚାୟତରେ ଆୟୋଜିତ ହୋଇଛି ‘ଆମ ଗଞ୍ଜାମ ସ୍ୱଚ୍ଛ ଗଞ୍ଜାମ’ କାର୍ଯ୍ୟକ୍ରମ। ଏଥିରେ ସଫେଇ ସହ ପ୍ଲାଷ୍ଟିକ୍ ବ୍ୟବହାର ହ୍ରାସ ଓ ସ୍ୱଚ୍ଛତା ପାଇଁ ଶପଥ ଗ୍ରହଣ କରାଯାଇଛି।