ଦେବଗଡ: ନଳବନ୍ଧରେ ଉଦ୍ଯାପିତ ଦିବାରାତ୍ର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ଯୋଗଦେଲେ ମନ୍ତ୍ରୀ ରବି ନାରାୟଣ ନାୟକ
ଦେବଗଡ଼ ଜିଲ୍ଲା ନଳବନ୍ଧଠାରେ ଗୋପବନ୍ଧୁ କ୍ଲବ୍ ଦ୍ୱାରା ଆୟୋଜିତ ଦିବାରାତ୍ର ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ। ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ରବି ନାରାୟଣ ନାୟକ। ବିଜେତା ଦଳକୁ ପୁରସ୍କୃତ କଲେ ଅତିଥି।