Public App Logo
Jansamasya
News
Bjp
National
Police
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
महिला
Narendramodi
Nitishkumar
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Uttarpradesh
Haryana

ତେଲକୋଇ: ମଧୁସୂଦନପୁର ସ୍କୁଲରେ ଥାକ୍କର ବାପାଙ୍କ ଜୟନ୍ତୀ ପାଳିତ,ଥାକ୍କର ଥିଲେ ଗରିବ ଅସହାୟଙ୍କ ଭଗବାନ

Telkoi, Kendujhar | Nov 29, 2025
ମଧୁସୂଦନପୁର ସ୍କୁଲରେ ଥାକ୍କର ବାପାଙ୍କ ଜୟନ୍ତୀ ପାଳିତ,ଥାକ୍କର ଥିଲେ ଗରିବ ଅସହାୟଙ୍କ ଭଗବାନ। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଖୁଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ ମଧୁସୂଦନପୁରସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ତଥା ସମାଜସେବୀ ଥାକ୍କର ବାପାଙ୍କ ୧୫୭ ତମ ଜୟନ୍ତୀ ପାଳିତ ହୋଇଯାଇଛି।ସମାଜର ତଳସ୍ତରରେ ରହିଥିବା ଅନୁସୂଚିତ ଜାତି ଓ ଜନଜାତିଙ୍କ ସଶକ୍ତିକରଣ,ସ୍ବାବଲମ୍ବୀ ତଥା ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସେ ଜୀବନବ୍ୟାପୀ କାର୍ଯ୍ୟ କରିଥିଲେ।ଗୁଜୁରାଟରୁ ଆରମ୍ଭ କରି ସାରା ଦେଶରେ ତାଙ୍କରି ଉଦ୍ୟମରେ ବିଭିନ୍ନ ସେବାଶ୍ରମ ଶିକ୍ଷାନୁଷ୍ଠାନ ଗଢି ..