Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

#ମୁଖ୍ୟମନ୍ତ୍ରୀଙ୍କ_ଅନ୍ନପୂର୍ଣ୍ଣା_ଯୋଜନାରେ_ଯାଜପୁର_ଜ଼ିଲ୍ଲାରେ_14ଲକ୍ଷରୁ_ଉର୍ଦ୍ଧ_ହିତାଧିକାରୀ_ଉପକୃତ_ହେବେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ଶାସନ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅନ୍ନପୂର୍ଣ୍ଣା ଯୋଜନାରେ ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀଙ୍କ ମାଗଣାରେ ଅଧିକା ମୁଣ୍ଡ ପିଛା ୫କଣକେଜି ଚାଉଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି| ରାଜ୍ୟର ପ୍ରତେକ ହିତାଧିକାରୀ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ସହିତ ସମ୍ପୂର୍ଣ ୧୦କେଜି ଚାଉଳ ପ୍ରତେକ ମାସ ମାଗଣାରେ ପାଇବେ ବୋଲି ଘୋଷଣା ହୋଇଛି | ଯାଜପୁର ସଂସ୍କୃତି ଭବନରେ ଆୟୋଜିତ ଜିଲସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯାଜପୁର ସାଂସଦ ରବିନାରାୟଣ ବେହେରା,ଜିଲାପାଳ ଅମ୍ବର କୁମାର କରଙ୍କ ସମେତ ଜିଲା ପ୍ରଶାସନ ଅଧିକାରି ଓ ଜନସାଧାରଣ ଯୋଗଦାନ କରିଥିଲେ I ଯାଜପୁର ଜ଼ିଲ୍ଲରେ ୧୪ଲକ୍ଷରୁ ଉର୍ଦ୍ଧରୁ ହିତାଧିକାରୀ ଉପକୃତ ହେବେ |ଯେଉଁ ହିତାଧିକାରୀ କୌଣସି କାରଣରୁ ବାଦ ପଡିଛନ୍ତି ସେମାନଙ୍କୁ ଖାଦ୍ୟ ସୁରକ୍ଷା ଆଇନ ଅନୁଯାଇ ସାମିଲ କରାଯିବ ବୋଲି ଜ଼ିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି । #lntvnetwork #JajpurNews #Aeiodisha #jajpurkhabar

MORE NEWS

ରାତିରେ ଚାମେଲି ନେଇଗଲେ ଶେଷ ନିଷ୍ପତ୍ତି...  #ytshorts #shortsvideo #Kendrapada #ChameliOjha #sarapancha

ରାତିରେ ଚାମେଲି ନେଇଗଲେ ଶେଷ ନିଷ୍ପତ୍ତି... #ytshorts #shortsvideo #Kendrapada #ChameliOjha #sarapancha

Bhubaneswar M Corp, Khordha | Jun 24, 2026

#ବାଇଧର_ମହାପାତ୍ରଙ୍କ_ପ୍ରଥମ_ଶ୍ରାଦ୍ଧ_ବାର୍ଷିକ_ଅବସରରେ_ଏକ_ସ୍ମୃତି_ଚାରଣ_ସଭା
ବରିଷ୍ଠ ସମାଜସେବୀ ତଥା କଂଗ୍ରେସ ନେତା ବାଇଧର ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ସ୍ମୃତି ଚାରଣ ସଭା ଯାଜପୁର ଗରିଆପୁରସ୍ଥିତ ପ୍ରମୋଦିନି ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ରାଜୀବ ଲୋଚନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ତଥା ସମ୍ବାଦର ପ୍ରତିଷ୍ଠାତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ସ୍ବର୍ଗତ ମହାପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ
ମୁଖ୍ୟ ବକ୍ତା  ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ, ପ୍ରାକ୍ତନ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଶିଶର ନାୟକ, ପୂର୍ବତନ ସାଂସଦ ଅଂଚଳ ଦାସ, ସନ୍ତୋଷ ନନ୍ଦ, ଯାଜପୁର ପୌରପାଳିକାର ପୌର ଅଧକ୍ଷା ରଞ୍ଜୁଲତା ହୋତା ପ୍ରମୁଖ ଯୋଗ ଦେଇ ଯାଜପୁର ଜିଲ୍ଲା ଗଠନ ସମୟରେ ସ୍ବର୍ଗତ ମହାପାତ୍ରଙ୍କ ଅବଦାନ ସମ୍ପର୍କରେ ମନେ ପକାଇବା ସହ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତି ଉପରେ ଆଧାରିତ ଏକ ସ୍ମାରଣୀକା ପୁସ୍ତକ ଉପସ୍ଥିତ ଅତିଥି ମାନଙ୍କ କରକମଳରେ ଲୋକାର୍ପିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯାଜପୁର ସହରର ବହୁ ବରିଷ୍ଠ ନାଗରିକ, ବୁଦ୍ଧିଯିବି ଙ୍କ ସମେତ ବିଭିନ୍ନ ଦଳୀୟ ନେତୃତ୍ୱରେ ମାନେ ଯୋଗ ଦେଇଥିଲେ।
#lntvnetwork #JajpurNews #jajpurkhabar #Aeiodisha

#ବାଇଧର_ମହାପାତ୍ରଙ୍କ_ପ୍ରଥମ_ଶ୍ରାଦ୍ଧ_ବାର୍ଷିକ_ଅବସରରେ_ଏକ_ସ୍ମୃତି_ଚାରଣ_ସଭା ବରିଷ୍ଠ ସମାଜସେବୀ ତଥା କଂଗ୍ରେସ ନେତା ବାଇଧର ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଅବସରରେ ଏକ ସ୍ମୃତି ଚାରଣ ସଭା ଯାଜପୁର ଗରିଆପୁରସ୍ଥିତ ପ୍ରମୋଦିନି ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ରାଜୀବ ଲୋଚନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ତଥା ସମ୍ବାଦର ପ୍ରତିଷ୍ଠାତା ସୌମ୍ୟ ରଞ୍ଜନ ପଟ୍ଟନାୟକ ଯୋଗ ଦେଇ ସ୍ବର୍ଗତ ମହାପାତ୍ରଙ୍କ ସ୍ମୃତି ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ରବି ଦାସ, ପ୍ରାକ୍ତନ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା, ପୃଥିବୀ ବଲ୍ଲଭ ପଟ୍ଟନାୟକ, ଶିଶର ନାୟକ, ପୂର୍ବତନ ସାଂସଦ ଅଂଚଳ ଦାସ, ସନ୍ତୋଷ ନନ୍ଦ, ଯାଜପୁର ପୌରପାଳିକାର ପୌର ଅଧକ୍ଷା ରଞ୍ଜୁଲତା ହୋତା ପ୍ରମୁଖ ଯୋଗ ଦେଇ ଯାଜପୁର ଜିଲ୍ଲା ଗଠନ ସମୟରେ ସ୍ବର୍ଗତ ମହାପାତ୍ରଙ୍କ ଅବଦାନ ସମ୍ପର୍କରେ ମନେ ପକାଇବା ସହ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ସ୍ୱର୍ଗତ ମହାପାତ୍ରଙ୍କ ସ୍ମୃତି ଉପରେ ଆଧାରିତ ଏକ ସ୍ମାରଣୀକା ପୁସ୍ତକ ଉପସ୍ଥିତ ଅତିଥି ମାନଙ୍କ କରକମଳରେ ଲୋକାର୍ପିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଯାଜପୁର ସହରର ବହୁ ବରିଷ୍ଠ ନାଗରିକ, ବୁଦ୍ଧିଯିବି ଙ୍କ ସମେତ ବିଭିନ୍ନ ଦଳୀୟ ନେତୃତ୍ୱରେ ମାନେ ଯୋଗ ଦେଇଥିଲେ। #lntvnetwork #JajpurNews #jajpurkhabar #Aeiodisha

Bhubaneswar M Corp, Khordha | Jun 24, 2026

#ମୁଖ୍ୟମନ୍ତ୍ରୀଙ୍କ_ଅନ୍ନପୂର୍ଣ୍ଣା_ଯୋଜନାରେ_ଯାଜପୁର_ଜ଼ିଲ୍ଲାରେ_14ଲକ୍ଷରୁ_ଉର୍ଦ୍ଧ_ହିତାଧିକାରୀ_ଉପକୃତ_ହେବେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ଶାସନ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅନ୍ନପୂର୍ଣ୍ଣା ଯୋଜନାରେ ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀଙ୍କ ମାଗଣାରେ ଅଧିକା ମୁଣ୍ଡ ପିଛା ୫କଣକେଜି ଚାଉଳ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି| ରାଜ୍ୟର ପ୍ରତେକ ହିତାଧିକାରୀ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ସହିତ ସମ୍ପୂର୍ଣ ୧୦କେଜି ଚାଉଳ ପ୍ରତେକ ମାସ ମାଗଣାରେ ପାଇବେ ବୋଲି ଘୋଷଣା ହୋଇଛି | ଯାଜପୁର ସଂସ୍କୃତି ଭବନରେ ଆୟୋଜିତ ଜିଲସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯାଜପୁର ସାଂସଦ ରବିନାରାୟଣ ବେହେରା,ଜିଲାପାଳ ଅମ୍ବର କୁମାର କରଙ୍କ ସମେତ ଜିଲା ପ୍ରଶାସନ ଅଧିକାରି ଓ ଜନସାଧାରଣ ଯୋଗଦାନ କରିଥିଲେ I ଯାଜପୁର ଜ଼ିଲ୍ଲରେ ୧୪ଲକ୍ଷରୁ ଉର୍ଦ୍ଧରୁ ହିତାଧିକାରୀ ଉପକୃତ ହେବେ |ଯେଉଁ ହିତାଧିକାରୀ କୌଣସି କାରଣରୁ ବାଦ ପଡିଛନ୍ତି ସେମାନଙ୍କୁ ଖାଦ୍ୟ ସୁରକ୍ଷା ଆଇନ ଅନୁଯାଇ ସାମିଲ କରାଯିବ ବୋଲି ଜ଼ିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଛନ୍ତି । #lntvnetwork #JajpurNews #Aeiodisha #jajpurkhabar - Bhubaneswar M Corp News