ରେଢାଖୋଲ: ମହତପୁର ଗ୍ରାମ ନିକଟରେ ବଡ ଭାଇ ବାହାଘର ବରଯାତ୍ରୀ ରେ ବାଇକ ଯୋଗେ ଯାଉଥିବା ବେଳେ ବିଦ୍ୟୁତ୍ ଖଣ୍ଟରେ ପିଟି ହୋଇ ସାନ ଭାଇ ମୃତ , ଜଣେ ଗୁରୁତର
ମହତପୁର ଗ୍ରାମ ନିକଟରେ ବଡ ଭାଇ ବାହାଘର ବରଯାତ୍ରୀ ରେ ବାଇକ ଯୋଗେ ଯାଉଥିବା ବେଳେ ବିଦ୍ୟୁତ୍ ଖଣ୍ଟରେ ପିଟି ହୋଇ ସାନ ଭାଇ ମୃତ , ଜଣେ ଗୁରୁତର ,ବଡ ଭାଇ ବାହାଘର ବରଯାତ୍ରୀ ରେ ବାଇକ ଯୋଗେ ଯାଉଥିବା ବେଳେ ବିଦ୍ୟୁତ୍ ଖଣ୍ଟରେ ପିଟି ହୋଇ ସାନ ଭାଇ ମ୍ରୁତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି ,ଗୁରୁତରଙ୍କୁ ରେଢାଖୋଲ ମେଡିକାଲରୁ ବୁର୍ଲା ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି, ମ୍ରୁତ ବ୍ୟକ୍ତି ଜଣକ ହେଲେ ରେଢାଖୋଲ ଥାନା ଭରତାପୁର ଗ୍ରାମର ପ୍ରଦୀପ ସାହୁ ,ଗୁରୁତର ବ୍ୟକ୍ତି ହେଲେ ସୁଶାନ୍ତ ପ୍ରଧାନ ,ଦୁହେଁ ନିଜ ବଡ ଭାଇଙ୍କୁ ବିବାହ କରିବାକୁ ଭରତାପୁରରୁ ସାନ ନୂଆଁ