ଚମ୍ପୁଆ: ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ
କେନ୍ଦୁଝର ଜିଲ୍ଲାର ଝୁମ୍ପୁରାଠାରେ ନିର୍ମିତ ନୂତନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲାପାଳ ବିଶାଲ ସିଂ। ସେ ହସ୍ପିଟାଲର ଭିତ୍ତିଭୂମି, ଚିକିତ୍ସା ସୁବିଧା ଓ ଆବଶ୍ୟକୀୟ ଉପକରଣ ସମ୍ପର୍କରେ ଡାକ୍ତର ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।