Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

କୋଟପାଡ: ବୈପାରୀଗୁଡା ଠାରେ ଅଭିଯୋଗ ଶୁଣାଣିରେ ମଣ୍ଡି ବ୍ୟବସ୍ଥା କୁ ନେଇ ପ୍ରତିକ୍ରିୟା ରଖିଲେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ,

Kotpad, Koraput | Jan 19, 2026
ବୈପାରୀଗୁଡା ଠାରେ ଅଭିଯୋଗ ଶୁଣାଣିରେ ମଣ୍ଡି ବ୍ୟବସ୍ଥା କୁ ନେଇ ପ୍ରତିକ୍ରିୟା ରଖିଲେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ l ଆଜି ପୂର୍ବାହ୍ନ ଏଗାର ଟା ସମୟରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ମୋଟ ୫୨ ଟି ଅଭିଯୋଗ ଶୁଣାଣି  ହୋଇଥିବା ବେଳେ ସେଥିମଧ୍ୟରୁ ୧୭ ଟି ବ୍ୟକ୍ତିଗତ ଓ ୩୫ ଟି ସାମୁହିକ ଅଭିଯୋଗ ଥିଲା l ଏହି ଅବସରରେ ମଣ୍ଡି ବ୍ୟବସ୍ଥା କୁ ନେଇ ପ୍ରତିକ୍ରିୟା ରଖିଲେ ଅତିରିକ୍ତ ଜିଲ୍ଲାପାଳ l
କୋଟପାଡ: ବୈପାରୀଗୁଡା ଠାରେ ଅଭିଯୋଗ ଶୁଣାଣିରେ ମଣ୍ଡି ବ୍ୟବସ୍ଥା କୁ ନେଇ ପ୍ରତିକ୍ରିୟା ରଖିଲେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, - Kotpad News