ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ପୌରପରିଷଦର 16 ୱାର୍ଡ ପୁନର୍ଗଠନ ନେଇ ବୈଠକ
ପାରଳାଖେମୁଣ୍ଡି ପୌରପରିଷଦର ୧୬ଟି ୱାର୍ଡର ପୁନର୍ଗଠନ ପ୍ରକ୍ରିୟା ନେଇ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ। ବୈଠକରେ ସାଂସଦ ପ୍ରଦୀପ ପାଣିଗ୍ରାହୀ ଏବଂ ପୌର ଅଧ୍ୟକ୍ଷା ନିର୍ମଳା ସେଠୀ ଯୋଗଦେଇ ଆଗାମୀ ନିର୍ବାଚନ ପୂର୍ବରୁ ୱାର୍ଡ ପୁନର୍ଗଠନ ନେଇ ଆଲୋଚନା କରିଛନ୍ତି।