ନୂଆଁଗାଁ ବ୍ଲକ ପରିସରରେ ଥିବା ସଭାଗୃହରେ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡିଓ ଜ୍ୟୋତି ବିକାଶ ଦାଶଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଏଥିରେ ଷ୍ଟେଟ ନୋଡାଲ ଅଫିସର ନିକିତା ଗୋଣ୍ଡୋଲେ ଉପନିର୍ଦ୍ଧେଶିକା ଜିଲ୍ଲା ଯୋଜନା କାର୍ଯ୍ୟାଳୟରୁ ସୁନ୍ଦରଗଡ଼ରୁ ସୁଶୀଳା ଟୋପ୍ପୋ ଓ ସ୍ମୁତିରଞ୍ଜନ ମଲ୍ଲିକ, ଦେବାନନ୍ଦ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।ଏଥିରେ ମୁଖ୍ୟତଃ ସ୍ବାସ୍ଥ୍ୟ ଶିକ୍ଷା ମହିଳା ଓ ସ୍ୱାସ୍ଥ୍ୟ