କଟକ ପୌରାଞ୍ଚଳ: ମହାନଦୀ ଜଳ ବିବାଦ: ନଭେମ୍ବର 10ରେ ବିକ୍ଷୋଭ, କେନ୍ଦ୍ରୀୟ ଜଳ ଆୟୋଗଙ୍କ ତଥ୍ୟ ଉପରେ ଉଠିଲା ପ୍ରଶ୍ନ
ମହାନଦୀ ଜଳ ଆବଣ୍ଟନ ପ୍ରସ୍ତାବକୁ ବିରୋଧ। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଭୁବନେଶ୍ୱରରେ ଗୋଲଟେବୁଲ୍ ବୈଠକ ଅନୁଷ୍ଠିତ। ନଭେମ୍ବର 10 ତାରିଖରେ କେନ୍ଦ୍ରୀୟ ଜଳ ଆୟୋଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିବେ ଆନ୍ଦୋଳନକାରୀ। ତଥ୍ୟ ସାର୍ବଜନୀନ କରିବାକୁ ଦାବି।