ବିଞ୍ଝାରପୁର: ଯାଜପୁରରେ ଦୁଇ ବରିଷ୍ଠ ବିଜେପି କର୍ମୀଙ୍କ ପରିବାରରେ ଶୋକ
ଯାଜପୁର ବ୍ଲକ ମହେଶ୍ୱରପୁର ପଞ୍ଚାୟତରେ ଦୁଇ ବରିଷ୍ଠ ବିଜେପି କର୍ମୀଙ୍କ ପିତାମାତାଙ୍କ ଦେହାନ୍ତ ହୋଇଛି। ପୁରୁଷୋତ୍ତମପୁରର ବଟ ଭାଇଙ୍କ ମାଆ ଏବଂ ନିଚ୍ଛନ୍ଦାବେନିପୁରର ନିରଞ୍ଜନ ଭାଇଙ୍କ ବାପାଙ୍କ ଦେହାନ୍ତ ପରେ ଶୋକର ଛାୟା ଖେଳିଯାଇଛି।