Public App Logo
ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ସ୍ୱରୂପ ଜଗତସିଂହପୁର ଆରଟିଓ ଅଫିସ ସାମନା ରାସ୍ତା ମରାମତି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୋଚନୀୟ ଅବସ୍ଥାରେ ରାସ୍ତା ଥିଲା । ପ୍ରତିବାଦସୁରୁପ ଜିଲ୍ଲା କଂଗ୍ରେସ ପକ୍ଷରୁ ମରାମତି ହେଲା । #apnodia #follower #jagatsinghpurcongress #BhaktaCharanDas #OdishaCongress #debaprasadnayak Debaprasad Nayak - Jagatsinghapur News