Public App Logo
Jansamasya
News
पुलिस
Bjp
National
Bihar
India
चुनाव
बीजेपी
भाजपा
Congress
Modi
Delhi
Viral
Up
Bollywood
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
यूपी
कानपुर
Uttarpradesh
Haryana

#ସକାଳର_ବଡ଼_ଖବର Sakala Bulletin | 15 June 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha #latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews #odianews #sakalanews #odishanews #rain #barshanews #todaymorningnews #pabitranewsodishalive #ajisakalaranews

MORE NEWS

#ଭାରସାମ୍ୟ_ହରାଇ_ବାଇକ୍_ଦୁର୍ଘଟଣା_ଗ୍ରସ୍ତ
କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିଶ୍ଚିନ୍ତପୁର ପଞ୍ଚାୟତ ଅସୁରଖୋଲ ନିକଟ ବୁଲାଣିରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ଗ୍ରସ୍ତ, ତିନି ଯୁବକ ଗୁରୁତର, ସମସ୍ତଙ୍କୁ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିବା ସୂଚନା ।
#pabitranewsodishalive #latastnews #Keonjhar #BreakingNews

#ଭାରସାମ୍ୟ_ହରାଇ_ବାଇକ୍_ଦୁର୍ଘଟଣା_ଗ୍ରସ୍ତ କେନ୍ଦୁଝର ଜିଲ୍ଲା ଚମ୍ପୁଆ ନିଶ୍ଚିନ୍ତପୁର ପଞ୍ଚାୟତ ଅସୁରଖୋଲ ନିକଟ ବୁଲାଣିରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା ଗ୍ରସ୍ତ, ତିନି ଯୁବକ ଗୁରୁତର, ସମସ୍ତଙ୍କୁ ମେଡିକାଲ୍ ସ୍ଥାନାନ୍ତର କରାଯାଇଥିବା ସୂଚନା । #pabitranewsodishalive #latastnews #Keonjhar #BreakingNews

Kendujhar Town, Kendujhar | Jun 14, 2026

#କେତେ_ବେପରୁଆ_ଟ୍ରକ୍_ଚାଳକ! 
ରଙ୍ଗ ସାଇଡ଼ରେ ଆସି ଧକ୍କା ଦେଲା ବାଇକ୍‌କୁ। ଘଟଣା ସ୍ଥଳରେ ଚାଲିଗଲା ତିନି ଯୁବକଙ୍କ ଜୀବନ। ଏଭଳି ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର କୁଅଁର କାଞ୍ଜିପାଣି ନିକଟରେ।
#latastnews #odisha #breakingnews #keonjhar

#କେତେ_ବେପରୁଆ_ଟ୍ରକ୍_ଚାଳକ! ରଙ୍ଗ ସାଇଡ଼ରେ ଆସି ଧକ୍କା ଦେଲା ବାଇକ୍‌କୁ। ଘଟଣା ସ୍ଥଳରେ ଚାଲିଗଲା ତିନି ଯୁବକଙ୍କ ଜୀବନ। ଏଭଳି ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର କୁଅଁର କାଞ୍ଜିପାଣି ନିକଟରେ। #latastnews #odisha #breakingnews #keonjhar

Kendujhar Town, Kendujhar | Jun 14, 2026

#ପବିତ୍ର_ରଜ_ମହୋତ୍ସବ_୨୦୨୬
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମ ପଞ୍ଚାୟତର ଭୁଡୁରୁ ପୋଷୀ ସାହିରେ ଆରମ୍ଭ ହୋଇଯାଇଛି ପବିତ୍ର "ରଜ ମହୋତ୍ସବ–୨୦୨୬"। ଗ୍ରାମବାସୀଙ୍କ ମିଳିତ ସହଯୋଗ ଏବଂ ରଜ ଭୂଦୁରୁପୋଷୀ କମିଟିର ଆୟୋଜନରେ ଏହି ତିନି ଦିନିଆ କାର୍ଯ୍ୟକ୍ରମ ବେଶ୍ ଧୁମଧାମରେ ପାଳିତ ହେଉଛି।
#latastnews #rajafestival #Keonjhar #patna #pabitranewsodishalive

#ପବିତ୍ର_ରଜ_ମହୋତ୍ସବ_୨୦୨୬ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ଖିରେଇଟାଙ୍ଗିରି ଗ୍ରାମ ପଞ୍ଚାୟତର ଭୁଡୁରୁ ପୋଷୀ ସାହିରେ ଆରମ୍ଭ ହୋଇଯାଇଛି ପବିତ୍ର "ରଜ ମହୋତ୍ସବ–୨୦୨୬"। ଗ୍ରାମବାସୀଙ୍କ ମିଳିତ ସହଯୋଗ ଏବଂ ରଜ ଭୂଦୁରୁପୋଷୀ କମିଟିର ଆୟୋଜନରେ ଏହି ତିନି ଦିନିଆ କାର୍ଯ୍ୟକ୍ରମ ବେଶ୍ ଧୁମଧାମରେ ପାଳିତ ହେଉଛି। #latastnews #rajafestival #Keonjhar #patna #pabitranewsodishalive

Kendujhar Town, Kendujhar | Jun 14, 2026

#ସକାଳର_ବଡ଼_ଖବର Sakala Bulletin | 15 June 2026 | Morning Headline | ସକାଳର ବଡ଼ ଖବର | Odia News | Pabitra News Odisha #latastnewsupdate #pabitranews #MorningHeadlineodisha #sakalakhabar #odishaheadline #odianews #BreakingNews #odianews #sakalanews #odishanews #rain #barshanews #todaymorningnews #pabitranewsodishalive #ajisakalaranews - Kendujhar Town News