ଭୁବନେଶ୍ୱର: କୋଟିଆରେ ଆନ୍ଧ୍ରର ନିର୍ବାଚନ: ନବୀନଙ୍କ ଉଦ୍ବେଗ, ବିଜେପି ସରକାରଙ୍କୁ କଲେ ପ୍ରଶ୍ନ
Bhubaneswar, Khordha | Oct 20, 2026
କୋଟିଆରେ ଆନ୍ଧ୍ରପ୍ରଦେଶ ନିର୍ବାଚନ ଘୋଷଣା କରିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଡବଲ ଇଞ୍ଜିନ ସରକାରର ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।