Public App Logo
କଟକ ପୌରାଞ୍ଚଳ: ବାରଙ୍ଗ ପୋଲିସ ମୋବାଇଲ ଲୁଟ ଘଟଣାରେ ଗୁରୁବାର ୩ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୩ଟି ମୋବାଇଲ ଓ ଗୋଟିଏ ବାଇକ ଜବତ କରାଯାଇଛି। - Cuttack M Corp PS News