ବରି: ବଡ଼ଚଣା: ସାପ କାମୁଡାରେ ପାଞ୍ଚ ବର୍ଷର ଶିଶୁ ଗୁରୁତର, କଟକ ସ୍ଥାନାନ୍ତର
Bari, Jajpur | Oct 20, 2026
ବୈରୀ ଥାନା ଦେହୁରୀଗଡା ଗ୍ରାମରେ ସାପ କାମୁଡାରେ ପାଞ୍ଚ ବର୍ଷର ଶିଶୁକନ୍ୟା ଗୁରୁତର। ଖେଳୁଥିବା ବେଳେ ନାଗ ସାପ କାମୁଡିବାରୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ବିଧାୟକ ଅମର କୁମାର ନାୟକ ପରିବାରକୁ ଭେଟି ଚିକିତ୍ସା ବ୍ୟବସ୍ଥା କରିଛନ୍ତି।