ଜଟଣୀ ଷଣ୍ଢପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ନେଇ ଖୋର୍ଦ୍ଧା ଜିଲ୍ଲା ବିଜେଡି ସମ୍ପାଦକ ତଥା ଜଟଣୀ ୟୁଥ ଫେଡେରେସନ ସମ୍ପାଦକ ଓ ବିଦ୍ୟାଳୟ ଅଧ୍ୟକ୍ଷା ଜ୍ୟୋସ୍ନା ନାୟକ ବିଦ୍ୟାଳୟ ପରିସରରେ ପ୍ରତିକ୍ରିୟା ରଖିଥିଲେ | ସେମାନେ ଆଜି ଅପରାହ୍ନ 5 ଘଣ୍ଟିକା ସମୟରେ ପ୍ରତିକ୍ରିୟା ରଖିଥିଲେ |