ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲିଙ୍କ ବାସଭବନରେ ଦୁର୍ଗା ପୂଜା
Bhubaneswar, Khordha | Oct 20, 2026
ପୂର୍ବତନ ମନ୍ତ୍ରୀ ଡ. ଅରବିନ୍ଦ ଢାଲିଙ୍କ ବାସଭବନରେ ମା’ ଦୁର୍ଗାଙ୍କ ପୂଜାରେ ସାମିଲ ହେଲେ ଉମାଦେଇବ୍ରହ୍ମପୁର ସମିତି ସଭ୍ୟ ରଞ୍ଜନ କୁମାର ମହାପାତ୍ର। ମାଆଙ୍କ ଆଶୀର୍ବାଦ ଲାଭ କଲେ ରଞ୍ଜନ କୁମାର ମହାପାତ୍ର।