ବାଲେଶ୍ଵର: 240 ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
Sora, Balasore | Nov 13, 2026
ବାଲେଶ୍ଵର ଖନ୍ତାପଡା ବଗଲପୁର ରାସ୍ତାରେ ଅବକାରୀ ବିଭାଗର ଚଢ଼ାଉ। 240 ଲିଟର ଦେଶୀ ମଦ ସହ ସୋର ପଥରପେଣ୍ଠ ଗ୍ରାମର ରଶ୍ମିରଞ୍ଜନ ମଲ୍ଲିକ ଗିରଫ। ଜବତ ମଦର ମୂଲ୍ୟ 48 ହଜାର ଟଙ୍କା। ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।