କଟକ କ୍ଲବ ପରିସରରେ ରୋଟାରୀ କ୍ଲବ ଅଫ୍ କଟକ ପକ୍ଷରୁ ଶିଶୁ ଦିବସ ସମାରୋହ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଶିଶୁଙ୍କ ପ୍ରତିଭାକୁ ଉତ୍ସାହିତ କରାଯିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଉପରେ ଗୁରୁତ୍ଵ ଦିଆଯାଇଛି ।