କେନ୍ଦୁଝର ସହର: ପାଟଣା କଲେଜ୍ ପକ୍ଷରୁ ବିଶ୍ବ ଏଡ୍ସ ଦିବସ ପାଳିତ ହୋଇଯାଇଛି
ପାଟଣା ବ୍ଲକ ମୁଖ୍ୟାଳୟରେ ଥିବା ଆଞ୍ଚଳିକ ମହାବିଦ୍ୟାଳୟ ବିଶ୍ବ ଏଡ୍ସ ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ସଚେତନତା ରାଲି ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା ପାଟଣା କଲେଜ୍ ରୁ ଏକ ସଭା ଯାତ୍ରା ବାହାରି ବଜାର ପରିକ୍ରମା କରିବା ସହିତ ଏଡ୍ସ ଠାରୁ ସୁରକ୍ଷିତ ରହିବା ପାଇଁ ବାତା ଦେଇଥିଲେ ଏହି ସଚେତନା ପଦ ଯାତ୍ରାରେ ବିରେନ୍ଦ୍ର କୁମାର ସାହୁ , ଅଶ୍ଵିନୀ କୁମାର ସାହୁ, ବ୍ରଜେନ୍ଦ୍ରର କୁମାର ପତି, ଭୁତ ମହାନ୍ତ ଉପସ୍ଥିତ ରହି ପରିଚାଳନା କରିଥିଲେ ।