ନୟାଗଡ଼ ଜିଲ୍ଲା ଫାର୍ମାସି ଅଫିସର ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। କିଶୋର କୁମାର ରାଉତରାୟ ସଭାପତି, ଜ୍ଞାନ ରଞ୍ଜନ ବେହେରା ଉପସଭାପତି ଓ ଲକ୍ଷ୍ମୀନାରାୟଣ ସାହୁ ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।