Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
Gujarat
भाजपा
Congress
Modi
Delhi
Viral
मारपीट
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
मंत्री

ନବରଙ୍ଗପୁର ପୋଲିସ ଷ୍ଟେସନ: ଓଁ କାରେଶ୍ୱର ମନ୍ଦିର ସହ ସମସ୍ତ ଶିବ ମନ୍ଦିର ପକ୍ଷରୁ ହବିଶାର୍ଣ୍ଣ ବଣ୍ଟନ

ଓଁ କାରେଶ୍ୱର ମନ୍ଦିର ସହ ସମସ୍ତ ଶିବ ମନ୍ଦିର ପକ୍ଷରୁ ହବିଶର୍ଣ୍ଣ ବଣ୍ଟନ ପବିତ୍ର କାର୍ତ୍ତିକ ମାସ ର ଆଜି ଶେଷ ସୋମବାର ପାଇଁ ସହର ର ବାବା ଅଖଣ୍ଡଳ ମଣି ମନ୍ଦିର ନୀଳକଣ୍ଠେଶ୍ଵର ମନ୍ଦିର ଓଁ କାରେଶ୍ୱର ମନ୍ଦିରରେ ହବିଷ୍ୟାଳି ଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା, ସମସ୍ତ ଶିବ ମନ୍ଦିରରେ କମିଟି ପକ୍ଷରୁ ସମସ୍ତଙ୍କ ପାଇଁ ହବିଶାର୍ଣ୍ଣ ର ବ୍ୟବସ୍ଥା କରାଯାଇଥିଲା, ବାବା ଆଖଣ୍ଡଳ ମଣି ମନ୍ଦିର ରେ ପ୍ରାୟ ଦୁଇ ହଜାର ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ହବିଶାର୍ଣ୍ଣ ଗ୍ରହଣ କରିଥିବା ବେଳେ ସମସ୍ତ ଶିବ ମନ୍ଦିରରେ ଏଭଳି ବ୍ୟବସ୍ଥା କରାଯାଇଥିଲା