ପାରଳାଖେମୁଣ୍ଡି: ଗଜପତିରେ ବାଣ ଦୋକାନ ଲାଇସେନ୍ସକୁ ନେଇ ବିବାଦ, ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ଫରୱାର୍ଡ ବ୍ଲକ୍
ଗଜପତିରେ ବାଣ ଦୋକାନ ଲାଇସେନ୍ସରେ ଅନିୟମିତତା ନେଇ ଅଖିଳ ଭାରତ ଫରୱାର୍ଡ ବ୍ଲକ୍ର ଅଭିଯୋଗ। ଅଗ୍ନି ସୁରକ୍ଷା ନିୟମ ଉଲ୍ଲଂଘନ ଓ ଜନବହୁଳ ସ୍ଥାନରେ ବିକ୍ରିକୁ ନେଇ ଜିଲ୍ଲାପାଳଙ୍କୁ ଜଣାଇଲା ଦଳ। ୭୫ ଜଣଙ୍କୁ ମିଳିଥିବା ଲାଇସେନ୍ସର ସମୀକ୍ଷା ପାଇଁ ଦାବି।