ଜଗତସିଂହପୁର: ଜଗତସିଂହପୁରରେ ପିଡ଼ିଏସ ଚାଉଳ ଚୋରା ଚାଲାଣ: ୧୦୦ରୁ ଅଧିକ ବସ୍ତା ଜବତ
ଜଗତସିଂହପୁର ପୌରାଞ୍ଚଳ ୨ନମ୍ବର ୱାର୍ଡରେ ପିଡ଼ିଏସ ଚାଉଳ ଚୋରା ଚାଲାଣ ବେଳେ ଧରିଲେ ଗ୍ରାମବାସୀ। ୧୦୦ ବସ୍ତାରୁ ଅଧିକ ଚାଉଳ ଜବତ କରି ପୋଲିସକୁ ଜଣାଇଲେ ସ୍ଥାନୀୟ ବାସିନ୍ଦା। ଗାଡିକୁ ଜବତ କରି ତଦନ୍ତ କରୁଛି ଜଗତସିଂହପୁର ପୋଲିସ।