Public App Logo
Jansamasya
News
पुलिस
Bjp
National
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Pmmodi
Ahmedabad
Rahulgandhi
यूपी

ସୁକିନ୍ଦା: ସୁକିନ୍ଦା ତହସିଲରେ ଟାଟା ରେଳ ପ୍ରକଳ୍ପ ରେଲୱେ କାର୍ଯ୍ୟକୁ ଚାଷୀଙ୍କ ପକ୍ଷରୁ ବିରୋଧ, ଆଲୋଚନା ବିଫଳ#jansamasya

Sukinda, Jajpur | Nov 1, 2025
ଟାଟା ପ୍ରକଳ୍ପକୁ ରେଳପଥ ସଂଯୋଗିକରଣକୁ ସୁକିନ୍ଦା ଅଞ୍ଚଳ ଚାଷୀ ବିରୋଧ କରୁଥିବା ଦେଖିବାକୁ ମିଳିଛି । ଶନିବାର ଦିନ ସୁକିନ୍ଦା ତହସିଲ କାର୍ଯ୍ୟାଳୟରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଉପସ୍ଥିତି ଚାଷୀ ମାନେ ସେମାନଙ୍କ ଜମି ଦେବାକୁ ସ୍ପଷ୍ଟ ମନା କରିଥିବା ଶନିବାର ଅପରାହ୍ନ 4 ଘଟିକା ସମୟରେ ଦେଖିବାକୁ ମିଳିଛି ।