ତାଳଚେର: ସଂଗ୍ରାମ ଦାସଙ୍କ ପତ୍ନୀଙ୍କ ପରଲୋକ, ପହଞ୍ଚି ଶ୍ରଦ୍ଧାଞ୍ଜଳି ଦେଲେ ବିଧାୟକ
Talcher, Angul | Nov 22, 2026
ତାଳଚେର ପୌରପରିଷଦ ୩ ନଂ ୱାର୍ଡ ଅମଲାପଡା ନିବାସୀ ସଂଗ୍ରାମ ଦାସଙ୍କ ଧର୍ମପତ୍ନୀଙ୍କ ଦେହାନ୍ତ ହୋଇଛି। ବିଧାୟକ ବ୍ରଜକିଶୋର ପ୍ରଧାନ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।