ଭଦ୍ରକ: #ଲାଞ୍ଚ_ମାଗିବା_ଘଟଣା_ଗଣିଜାଙ୍ଗ_RI_ବହିସ୍କାର_ଦାବି,
#ଭିନ୍ନକ୍ଷମ_ଚାଷୀଙ୍କୁ_RI_ଙ୍କ_ସ୍ବାମୀ_ମାଗୁଥିଲେ_ଲାଞ୍ଚ, ରାଜସ୍ୱ ନିରୀକ୍ଷକ ସସ୍ମିତା ମହାପାତ୍ରଙ୍କ ସ୍ବାମୀ ଚାଷୀଙ୍କ ଠାରୁ ମିଛ ଜଳକର ଫାଇନ ପକାଇ ଲାଞ୍ଚ ମାଗିବା ଭିଡିଓ ଭାଇରଲ ପରେ କାର୍ଯ୍ୟାନୁଷ୍ଠାନ ଦାବି । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଅଭିଯୋଗ କରିଛନ୍ତି ଚାଷୀ। ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତର ଚାଷୀ ବାବୁଲି ବିଶ୍ଵାଳଙ୍କୁ ଲାଞ୍ଚ ମାଗୁଛନ୍ତି ଗଣିଜାଙ୍ଗ ପଞ୍ଚାୟତ ରାଜସ୍ୱ ନିରୀକ୍ଷକଙ୍କ ସ୍ବାମୀ। ଲାଞ୍ଚ ମାଗୁଥିବାର ଭିଡିଓ ଭାଇରାଲ୍ ହୋଇଥିଲା । ଆଜି ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ରାଜସ୍ୱ ନିରୀକ୍ଷକା ସସ୍ମିତା ମହାପାତ୍ରଙ୍କ ବିରୋଧ ରେ ଚାଷୀଙ୍କ ଅଭିଯୋଗ।
#citykhabarbhadrak