କଟକ ପୌରାଞ୍ଚଳ: କଟକ: ସ୍ୱଚ୍ଛତା କର୍ମୀଙ୍କ ପାଇଁ ସ୍ୱଚ୍ଛ ସମ୍ବର୍ଦ୍ଧନା ଉତ୍ସବ, ଦେଖନ୍ତୁ ଭିଡିଓ
କଟକ ମହାନଗର ନିଗମ ପକ୍ଷରୁ ସ୍ୱଚ୍ଛତା କର୍ମୀଙ୍କ ପାଇଁ ଆୟୋଜିତ ହେଲା ସ୍ୱଚ୍ଛ ସମ୍ବର୍ଦ୍ଧନା ଉତ୍ସବ। ଦ୍ୱିତୀୟ ଦିନରେ ସ୍ୱଚ୍ଛତା କର୍ମୀମାନେ ନୃତ୍ୟ, ନାଟକ ଓ ମ୍ୟୁଜିକ ଚେୟାର ଖେଳରେ ବେଶ୍ ମଜା କରିଛନ୍ତି। ଏହି ଉତ୍ସବ ସେମାନଙ୍କ ପ୍ରତି କୃତଜ୍ଞତା ଜଣାଇବାର ଏକ ପ୍ରୟାସ।