କଳାହାଣ୍ଡି: ଲାଞ୍ଜିଗଡ: ଭିର୍କାପଡାରେ ଅଗ୍ନିକାଣ୍ଡ, ଜଳିଗଲା କିରାନା ଦୋକାନ
Kalahandi, Kalahandi | Oct 4, 2026
ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ପଞ୍ଚାୟତ ଭିର୍କାପଡା ଗ୍ରାମରେ ଅଗ୍ନିକାଣ୍ଡ। ମହମବତୀ ଜଳାଇ ଶୋଇଥିବା ବେଳେ ନିଆଁ ଲାଗି ମନମାଝୀଙ୍କ କିରାନା ଦୋକାନ ସମ୍ପୂର୍ଣ୍ଣ ଜଳି ପୋଡି ପାଉଁଶ ହୋଇଛି।