Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ଛେଣ୍ଡିପଦା: କୁଶକିଳା ଗ୍ରାମରେ ବଜ୍ରାଘାତରେ ଜଣେ ଚାଷୀ ମୃତ୍ୟୁ ହୋଇଥିବା ନେଇ ଥାନାରେ ଅଭିଯୋଗ

Chhendipada, Angul | Aug 17, 2025
ଅନୁଗୋଳ ଜିଲ୍ଲା ଜରପଡା ଥାନା କୁଶକିଳା ଗାଁରେ ବଜ୍ରାଘାତରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଥିବା ନେଇ ରବିବାର ଅପରାହ୍ନ ୩ ଘଟିକା ସମୟରେ ଥାନାରେ ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ କୁଶକିଳା ଗ୍ରାମର କୃଷ୍ଣ ଚନ୍ଦ୍ର ବିଶ୍ୱାଳ ବୋଲି ଜଣାପଡିଛି ।
ଛେଣ୍ଡିପଦା: କୁଶକିଳା ଗ୍ରାମରେ ବଜ୍ରାଘାତରେ ଜଣେ ଚାଷୀ ମୃତ୍ୟୁ ହୋଇଥିବା ନେଇ ଥାନାରେ ଅଭିଯୋଗ - Chhendipada News