କଟକ ପୌରାଞ୍ଚଳ: କଟକ: ସ୍ୱଚ୍ଛ ଚାମ୍ପିଅନ ଭାବେ ସମ୍ବର୍ଦ୍ଧିତ ହେଲେ ସଫେଇ କର୍ମଚାରୀ
କଟକ ମହାନଗର ନିଗମର ସ୍ୱଚ୍ଛ ସମ୍ବର୍ଦ୍ଧନା ଉତ୍ସବର ଦ୍ୱିତୀୟ ଦିନରେ ଜୋନ୍-୨ ଓ ଜୋନ୍-୫ର ସଫେଇ କର୍ମୀ, କୁଲି, ଡ୍ରାଇଭର ଓ ଲୋଡରଙ୍କୁ ସେମାନଙ୍କ ନିଷ୍ଠାପର ସେବା ପାଇଁ 'ସ୍ୱଚ୍ଛ ଚାମ୍ପିୟାନ' ଭାବେ ସମ୍ବର୍ଦ୍ଧିତ କରାଯାଇଛି।