କଟକ ପୌରାଞ୍ଚଳ: ମଧୁବାବୁ ପେନସନ ଯୋଜନାରେ ନୂଆ ପୋର୍ଟାଲ, ହିତାଧିକାରୀଙ୍କ ପାଇଁ ବଡ଼ ସୁବିଧା
କଟକରେ ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ଓ ୟୁପିଏମପି ପୋର୍ଟାଲ ଶୁଭାରମ୍ଭ। ରାଜ୍ୟରେ ୫ ଲକ୍ଷରୁ ଅଧିକ ଓ କଟକ ଜିଲ୍ଲାରେ ୩୬,୦୫୦ ହିତାଧିକାରୀ ସାମିଲ। ନୂଆ ପୋର୍ଟାଲ ଦ୍ୱାରା ପେନସନ ପ୍ରକ୍ରିୟା ହେବ ସରଳ ଓ ସ୍ୱଚ୍ଛ।