Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ରାଉରକେଲା ମ୍ୟୁନିସିପାଲଟି: ବ୍ରାହ୍ମଣୀତରଙ୍ଗଥାନା ପୋଲିସର ବଡ଼, ସଫ ଳତା ବିଶ୍ୱସ୍ତ ସୂଚନାକୁ ଆଧାର କରି ସୁନି ମାଝିକୁ ଗିରଫକରିବାସହ,ଅବୈଧପିସ୍ତଲ ଓ ଗୁଳିବାରୁଦ ଜବତ

ଡିସେମ୍ବର ୨ ତାରିଖ ମଧ୍ୟାହ୍ନ ୧୧ଟା ୪୫ suchna ଅନୁଯାୟୀ ଆରକ୍ଷୀ ଅଧିକ୍ଷକ ତାଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କଲେ କି,ସୁନି ମାଝିର ଭଡା ଘର ଉପରେ ଚଢ଼ାଉ କରି ୨ଟି ଦେଶୀ ମେଡ଼ ପିସ୍ତଲ, ୧ଟି ଦେଶୀ ରିଭଲଭର, ୩ଟି ସିଙ୍ଗଲ ସଟଗନ ଓ ୫ଟି ଜୀବନ୍ତ ଗୁଳି ବାରୁଦ ଇତ୍ୟାଦି ସହ ୩୫ଟି ଖଣ୍ଡା ଜବତ କରିଛନ୍ତି, ପୋଲିସ ଏହା ମଧ୍ୟ କହିଛନ୍ତି କି, ସୁନି ମାଝି ଝାରଖଣ୍ଡରୁ astr ଆଣି ରାଉରକେଲା ଓ ସୁନ୍ଦରଗଡ଼ ଅଞ୍ଚଳର ଗୁଣ୍ଡାଶ୍ରେଣୀର ଲୋକଙ୍କୁ ଯୋଗାଇ ଥାଏ, ପୋଲିସ ଏ ବିଷୟରେ ଅଧିକ ତଦନ୍ତ କରୁଛନ୍ତି