ରେମୁଣା: ଫକୀରମୋହନ ବିଶ୍ୱବିଦ୍ୟାଳୟର 14ତମ ସିନେଟ୍ ବୈଠକ, ଯୋଗଦେଲେ ସାଂସଦ ଓ ବିଧାୟକ
ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର 14ତମ ସିନେଟ୍ ବୈଠକରେ ଶିକ୍ଷାର ମାନ ବୃଦ୍ଧି ଓ ଗବେଷଣା ଉପରେ ଗୁରୁତ୍ୱ । ସାଂସଦ ପ୍ରତାପ ଷଡ଼ଙ୍ଗୀ, ବିଧାୟକ ଗୋବିନ୍ଦ ଦାସ, ସୁବାସିନୀ ଜେନା, ମାନସ ଦତ୍ତ ଓ ସନ୍ତୋଷ ଖଟୁଆଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।