ଚିକିଟି: ନରସିଂହପୁର ଗ୍ରାମରେ ମା' ଠାକୁରାଣୀଙ୍କ ଯାତ୍ରାରେ ଯୋଗଦେଲେ ବିଧାୟକ
Chikiti, Ganjam | Oct 20, 2026
କୁକୁଡ଼ାଖଣ୍ଡି ବ୍ଲକର ନରସିଂହପୁର ଗ୍ରାମରେ ମା' ଠାକୁରାଣୀଙ୍କ ଯାତ୍ରାରେ ଯୋଗଦେଲେ ବିଧାୟକ। ମା'ଙ୍କ ପୂଜାର୍ଚ୍ଚନା କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରି ମୌଳିକ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଲେ।