ଛତ୍ରପୁର: ଗଞ୍ଜାମ: ବନ୍ୟା କ୍ଷତିଗ୍ରସ୍ତ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଫି' ଛାଡ଼ ଓ ସହାୟତା ଦାବି
ବାତ୍ୟା ଅର୍ଣ୍ଣବ ଓ ବନ୍ୟାରେ କ୍ଷତିଗ୍ରସ୍ତ ଗଞ୍ଜାମର ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଫି' ଛାଡ଼ ଓ ଆର୍ଥିକ ସହାୟତା ଦାବି କଲା ମାନବ ଅଧିକାର ସୁରକ୍ଷା ମଞ୍ଚ। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦିଆଗଲା ଦାବିପତ୍ର।