Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh

ବୌଦ୍ଧ ସଦର: ଗୋପାଲମାଲ ଛକରେ ଅବକାରୀ ଚଢ଼ାଉ କରି ୮ଲିଟର ବେଆନ ମହୁଲି ମଦକୁ ଜବତକରି ମାମଲା ରୁଜୁ

ଆଜି ସନ୍ଧ୍ୟା ୭ଟା ସମୟରେ ଜିଲ୍ଲା ଅବକାରୀ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରlପ୍ତ ସୂଚନା ଅନୁସାରେ l ମନମୁଣ୍ଡା ଥାନା ଅନ୍ତର୍ଗତ ଗୋପାଳମାଲ ଗ୍ରାମ ଛକରେ ବେଆନ ମଦ କାରବାର ହେଉଥିବା ନେଇ ଆଜି ମଧ୍ୟାନ୍ହ ପଖାପଖି ୧୨ଟା ସମୟରେ ଅବକାରୀ ପୋଲିସ ଚଢ଼ାଉ କରି ୮ଲିଟର ମହୁଲି ମଦ ଜବତ କରି, ସମ୍ପୃକ୍ତ ଆସାମୀ ନାମରେ ୮୮/୨୦୨୫-୨୬ରେ ମାମଲା ରୁଜୁ କରି l ଆସାମୀକୁ BNSS ୩୫(୩)ରେ ନୋଟିସ ଜାରିକରି ଛାଡି ଦିଆଯାଇଥିବା ନେଇ ମନମୁଣ୍ଡା ଥାନାର OIC ଜିଲ୍ଲା ଅବକାରୀ ଅଧିକାରୀଙ୍କୁ ଅବଗତ କରିଛନ୍ତି

MORE NEWS