ନୟାଗଡ: ନୟାଗଡ଼ରେ ଅଢ଼େଇ କୋଟିର ଶ୍ରମିକ ବିବାହ ସହାୟତା ଦୁର୍ନୀତି, ଭିଜିଲାନ୍ସରେ ଅଭିଯୋଗ
ନୟାଗଡ଼ ଶ୍ରମ ବିଭାଗରେ ଝିଅ ବିବାହ ସହାୟତା ହଡ଼ପକୁ ନେଇ ଭିଜିଲାନ୍ସରେ ଅଭିଯୋଗ। ମିଥ୍ୟା ପ୍ରମାଣପତ୍ର ଓ ଦଲାଲଙ୍କ ସହାୟତାରେ ଅଢ଼େଇ କୋଟି ଟଙ୍କା ହେରାଫେରି ହୋଇଥିବା ଅଭିଯୋଗ ହୋଇଛି। ପୂର୍ବତନ ଶ୍ରମ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ।