କେନ୍ଦ୍ରାଞ୍ଚଳ ଆଇଜିଙ୍କ ପାଇଁ ଇଏ ମଉଜ: କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାଏକ ବାତ୍ୟା 'ଅକଭାନ୍' ସ୍ଥିତି ସମିକ୍ଷା ପାଇଁ ପୁରୀ ଯାଇଥିଲେ। ସେଠାରେ ସମୁଦ୍ର କୂଳର ସ୍ଥିତି ଦେଖି କ୍ବାଡ ବାଇକ୍ ଚଳାଇଥିଲେ