ଘଷିପୁରା ଅଗ୍ନିଶମ ଅଫିସରଙ୍କ ମାନସିକ ଚାପରେ ଅତିଷ୍ଠ ହୋଇ କର୍ମଚାରୀ ଆତ୍ମହୁତି ନିମନ୍ତେ ଘଷିପୁରା ଅଗ୍ନିଶମ କାର୍ଯ୍ୟାଳୟର ୩ ତାଲା ଉପରକୁ ଚଢି ଆତ୍ମହୁତି ଦେବାପାଇଁ ଉଦ୍ୟମ କରିଛନ୍ତି ଅଗ୍ନିଶମ କର୍ମଚାରୀ ,ଆଜି ଭିତରେ ସମସ୍ୟାର ସମାଧାନ ନହେଲେ ଚରମ ନିଷ୍ପତ୍ତି ନେବେବୋଲି ଚେତାବନୀ ଦେଇଛନ୍ତି ଫାୟାର କର୍ମଚାରୀ ହେମାନନ୍ଦ ଦେହୁରୀ,,,