ଜରଡା: ପାତ୍ରପୁର ଠାରେ ନିଶା ନିବାରଣ ସଚେତନତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
Jarada, Ganjam | Jun 18, 2025 ନିଶା ନିବାରଣ ସଚେତନତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ନିଶା ସେବନ କରି ଅନେକ ଲୋକ ମୃତ୍ୟୁ ବରଣ କରୁବା ସହ ମାରାତ୍ମକ ରୋଗରେ ପୀଡିତ ହେଉଥିବା ଦେଖିବାକୁ ମିଳିଛି। ନିଶା ନିବାରଣ ନିମନ୍ତେ ସଚେତନତା କରାଇବା ପାଇଁ ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ସମ୍ମିଳନୀ କକ୍ଷ ଠାରେ ଆଜି ସକାଳ ସାଢେ଼ ଏଗାର ଘଣ୍ଟା ସମୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାତ୍ରପୁର ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ମାଧବ ବାଡତ୍ୟା ଓ ସାମାଜିକ ସୁରକ୍ଷା ଅଧିକାରୀ ସ୍ନେହାଶିସ୍ ପଟ୍ଟନାୟକ ଉପସ୍ଥିତ ରହି ପ୍ରସ୍ତୁତି ବୈଠକର ଆଭିମୁଖ୍ୟ ପ୍ରକାଶ କରିଥିଲେ। ବ୍ଲକ କଳା ସଂସ୍କୃତି ସଂଘରେ ପଞ୍ଜିକ