ଜରଡା: ଖାରିଆଗୁଡା ପଞ୍ଚାୟତରେ ବିକାଶ ରଥର ଶୁଭାରମ୍ଭ ।
Jarada, Ganjam | Jun 17, 2025 ଖାରିଆଗୁଡା ପଞ୍ଚାୟତରେ ବିକାଶ ରଥର ଶୁଭାରମ୍ଭ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଖାରିଆଗୁଡା ମେଡିକାଲ ଠାରେ ଆଜି ସକାଳ ସାଢେ ଏଗାର ଘଣ୍ଟା ସମୟରେ ବିକାଶ ରଥର ଶୁଭାରମ୍ଭ କରିଛନ୍ତି ତହସିଲଦାର ଅଶୋକ କୁମାର ପଟ୍ଟନାୟକ ଓ ସ୍ଥାନୀୟ ସରପଞ୍ଚ ସଞ୍ଜୁକ୍ତା ରାଣୀ ପ୍ରଧାନ। ଏହି ଅବସରରେ ଖାରିଆଗୁଡା ମେଡ଼ିକାଲ ପରିସରରେ ଏକ ସଭା ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପାତ୍ରପୁର ତହସିଲଦାର ଅଶୋକ କୁମାର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ସଞ୍ଜୁକ୍ତା ରାଣୀ ପ୍ରଧାନ,ସମିତି ସଭ୍ୟା କନକ ନାୟକ,ଖାରିଆଗୁଡା ମେଡ଼ିକାଲ ସିହେଚଓ